ପଦର

ଉଇକିଅଭିଧାନ‌ରୁ

ପଦର

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ପଦ . ବିଶେଷ୍ୟ - (ସଂସ୍କୃତ - ପ୍ରାନ୍ତର)[ସମ୍ପାଦନା]

୧. ପ୍ରାନ୍ତର — ୧. An open field.
୨. ପଡ଼ିଆ ଭୂମି —୨. Waste land.
୩. ବିସ୍ତୀର୍ଣ୍ଣ ସମତଳ ଭୂଖଣ୍ଡ — ୩. A large tract of open country.
୪. ସମୁଦ୍ର ପନ୍ତାର ବା ପନ୍ତା —୪. The vest sandy plain on the sea beach.