ମଙ୍ଗଳ

ଉଇକିଅଭିଧାନ‌ରୁ

ମଙ୍ଗଳ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ସଂସ୍କୃତ - ବି—(ମନ୍ଗ୍ ଧାତି=ଯିବା +କର୍ମ. ଅଳ)[ସମ୍ପାଦନା]

୧. ଶୁଭ; କଲ୍ୟାଣ; କ୍ଷେମ —୧. Welfare; bliss; auspiciousness.
୨. ସୌଭାଗ୍ୟ —୨. Prosperity.
୩. (+ କର୍ତ୍ତୃ ଅଳ) କୁଜଗ୍ରହ —୩. The planet Mars.
୪. ମଙ୍ଗଳବାର —୪. Tuesday.
୫. ମହାଦେବ; ମହେଶ୍ୱର; ଶିବ —୫. Ṡiba,
୬. ଦେବା— ଦିଙ୍କର ସ୍ତୁତି —୬. Hymns to the Gods.

ବିଶେଷଣ -[ସମ୍ପାଦନା]

ଶୁଭକର —Auspicioyus lucky.

ଦେଶଜ - ବିଶେଷ୍ୟ -[ସମ୍ପାଦନା]

୧. ମଙ୍ଗଳାଚରଣ; ପୁରାଣାଦି ପାଠ ପୂର୍ବରୁ ବୋଲାଯିବା ମଙ୍ଗଳ ସୂଚକ ବାକ୍ୟ —୧. Benedictory sentences uttered before beginning to read or recite a religious discourse.

[ଉ—ଏମନ୍ତ ଋଷିମାନଙ୍କ ମୁଖ ଶୁଣି, ମଙ୍ଗଳ ଆରମ୍ଭିଲେ ଲୌମହରଷଣି କୃଷ୍ଣସିଂହ ମହାଭାରତ ଆଦି]

୨. ମଙ୍ଗଳ ବାକ୍ୟ; ଶୁଭ ବାକ୍ୟ — ୨. Benedictory utteranace.

(ଉ—ଅକ୍ଷତ ଦେଇ ପୁତ୍ର ଶିରେ, ମଙ୍ଗଳ କଲେ ଉଚ୍ଚ ସ୍ୱରେ ଜଗନ୍ନାଥ ଭାଗବତ)

୩. ଶୁଭ ବାଦ୍ୟବିଶେଷ —୩. Music played on auspicious occasions.

(ଉ— ମଦନ ବିଜୟ ମଙ୍ଗଳ, ବାଦ୍ୟ ମୋ ନୂପୁର ଯୁଗଳ ଜଗନ୍ନାଥ ବାଗବତ)