ଅଇ

ଉଇକିଅଭିଧାନ‌ରୁ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

Ai

(file)
  • (file)

ଦେ.ବି.[ସମ୍ପାଦନା]

  1. ବମନ, ବାନ୍ତି । - Vomiting
  2. ବମନୋପକ୍ରମ - Tendency to vomit
  3. ବାନ୍ତି କରିବା ଶବ୍ଦ - The sound of vomiting

ଦେ. ଅ - (ସଂ ଅୟି)

(ସ୍ତ୍ରୀ ଲୋକଙ୍କ ପ୍ରତି ସମ୍ବୋଧନ) ହେ, ଲୋ, ଆଲୋ ।
(A term used to address females) oh, Hello

ଯଥା - ଅଇ ସୁନ୍ଦରି !, ଅଇ ସୁଲକ୍ଷଣି ! ଅଇ ସାଧ୍ୱୀ !
[ଦ୍ର- ଅହ୍ୟ ସ୍ତ୍ରୀ ଓ ବାଳିକାମାନଙ୍କୁ ଗୁରୁଜନମାନଙ୍କର ଆଶୀର୍ବାଦ ବଚନ - 'ଅଇ ସୁଲକ୍ଷଣୀ ହୋ'= ସଂ- ଅୟି ! ସୁଲକ୍ଷଣା ଭବ=ହେ ସୁଲକ୍ଷଣୀ ହୁଏ]

(ମୋର, ମତେ, ମୋତେ) ଅଇ ଉଠାଇବା- ଦେ.ବି.

Ai uthãbã ବାନ୍ତି ମାଡ଼ିବା, ବମନ ଉପକ୍ରମ ହେବା, ବିବମିଷା । having a tendency to vomit.