ଅଗ୍ନି
Wiktionary ରୁ
[ଏହାକୁ ବଦଳାନ୍ତୁ] ବିଶେଷ୍ୟ (ସଂସ୍କୃତ)
- ନିଆଁ, ବହ୍ନି, ଅନଳ
- ହିନ୍ଦୁ ଶାସ୍ତ୍ରୋକ୍ତ ଅଗ୍ନି ଦେବତା
- ଅଗ୍ନିକୋଣ; ଦକ୍ଷିଣପୂର୍ବ କୋଣ
- ଜଠରାଗ୍ନି, ପାକଶକ୍ତି; ଯେଉଁ ଅନ୍ତର୍ଦୈହିକ ଶକ୍ତି ବଳରେ ଭୁକ୍ତଦ୍ରବ୍ୟ ପାକ ହୁଏ
- ସ୍ଵର୍ଣ୍ଣ; ସୁନା