କଞ୍ଚୁକ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଞ୍ଚୁକ
ଉଚ୍ଚାରଣ: Kan̄chuka

ସଂ. ବି.—(କଞ୍ଚ ଧାତୁ=ବନ୍ଧନ କରିବା+କରଣ. ଉକ; ଯାହାଦ୍ଵାରା ଶୀର ଆବଦ୍ଧ ଥାଏ) —

୧: ନିର୍ମୋକ; ସାପାକାତି —୧. Skin of a snake; slough.

୨: ବର୍ମ; କବଚ; ସା଼ଞ୍ଜୁ — ୨. Armour; coat of mail.

୩: ଜାମା; କୁର୍ତ୍ତା; ସ୍ତ୍ରୀମାନଙ୍କର କାଞ୍ଚିଲା — ୩. Female jacket; bodice.

୪: ଜାକେଟ୍ —୪. Short breeches.

୫: ବସ୍ତ୍ର —୫. Clothes generally.

୬: କୁମାର ଜନ୍ମୋତ୍ସବାଦି ଉପଲକ୍ଷେ ଭୃତ୍ୟମାନେ ଗୃହସ୍ଵାମୀଙ୍କ ନିକଟରୁ ପ୍ରାପ୍ତ ହେବା —୬. Presents of cloths given to servants by the master on occasions of rejoicings.

୭: ରାଜାଙ୍କ ଅନ୍ତଃପୁରାଧ୍ୟକ୍ଷ ଭୃତ୍ୟ — ୭. Warder of the harem; keeper of the female apartment; chamberlain; servant in charge of the Zenana.

[ଦ୍ର—ପୁଂସ୍ତହୀନ ବା ବୃଦ୍ଧ ଲୋକଙ୍କୁ ଏ କାର୍ଯ୍ୟରେ ରଖାଯାଏ]