କମାର

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କମାର
ଉଚ୍ଚାରଣ: Kamarā
কামার लाहार
(କମାରୁଣୀ—ସ୍ତ୍ରୀ)

ଦେ. ବି. ପୁଂ. (ସଂ. କର୍ମ୍ମକାର) —

ଲୁହାକାମ କରିବା କାରିଗର — Blacksmith.

ପ୍ରାଦେ. ୧: (ବାଙ୍କି) ବି —

ଏକଜାତିୟ କେଉଟ; ମାଛୁଆ କମାର —୧. A-cast of fishermen.

୨: (ମୟୂରଭଞ୍ଜ) ବି—ଅନାର୍ଯ୍ୟ ଜାତିବିଶେଷ — ୨. A class of non-Aryans.