କାଉଳା

ଉଇକିଅଭିଧାନ‌ରୁ

ଓଡ଼ିଆ[ସମ୍ପାଦନା]

ବିଶେଷଣ

ଉଦାହରଣ: କାଉଳା ହୋଇ କାମ କଲେ ସୁଫଳ କି ମିଳେ !

ପ୍ରତିଶବ୍ଦ[ସମ୍ପାଦନା]

  1. ତନ୍ଦରା
  2. ତରବର
  3. ଅତରଛିଆ
  4. ଲଣ୍ଡଭଣ୍ଡ