ଶବ୍ଦାର୍ଥ:
କୁଲ୍ତା — ଉଚ୍ଚାରଣ: Kultā
ପ୍ରାଦେ. (ସମ୍ବଲପୁର) ବି —
ସମ୍ବଲପୁରବାସୀ ଚଷା ବା ଖଣ୍ଡାଏତ ଶ୍ରେଣୀର ଜାତିବିଶେଷ; କୁଲିତା (ଦେଖ) The Chasas or Khaṇḍāets of Sambalpur.
କୁଲତା ଅହଙ୍କାରୀ, ବାମନ ଭୀକାରୀ ସମ୍ବଲପୁର ପ୍ରବଚନ