ଗଣିତ

ଉଇକିଅଭିଧାନ‌ରୁ

ଗଣିତ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ସଂସ୍କୃତ - ବିଶେଷଣ - (ଗଣ ଧାତୁ+ କର୍ମ. ତ)[ସମ୍ପାଦନା]

୧. ଯାହା ଗଣତି ହୋଇଅଛି — ୧. Counted; reckoned; calculated.
୨. ସଂଖ୍ୟାତ —୨. Enumerated.

ସଂସ୍କୃତ - ବିଶେଷ୍ୟ -[ସମ୍ପାଦନା]

୧. ଗଣନାବିଷୟକ ଶାସ୍ତ୍ର; ଅଙ୍କ ଶାସ୍ତ୍ର — ୧. Arithmetic; mathematics.

[ଦ୍ରଷ୍ଟବ୍ୟ — ଗଣିତ ଶାସ୍ତ୍ର ତିନି ଭାଗରେ ବିଭକ୍ତ, ଯଥା— ବୀଜଗଣିତ ବା ଅବ୍ୟକ୍ତ ଗଣିତ —Algebra ପାଟିଗଣିତ ବା ବ୍ୟକ୍ତିଗଣିତ — Arithmetic, ରେଖା ଗଣିତ —Mensuration.]

୨. ପରିମାଣବିଷୟକ ଶାସ୍ତ୍ର — ୨. The science of measurement.
୩. (ଗଣ୍ ଧାତୁ+ଭାବ. ତ) ଗଣନା; ସଂଖ୍ୟନ; ସୁମାରି — ୩. Calculation.
୪. (ଗଣିତ ଶାସ୍ତ୍ର) ଓଡ଼ାଙ୍କ — ୪. (mathematics) A sum of progression.
୫. ଗଣିତବିଷୟକ ପ୍ରଶ୍ନ ବା ସମସ୍ୟା — ୫. A mathematical sum or problem.