ଗଧା

ଉଇକିଅଭିଧାନ‌ରୁ

ଗଧା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ - (ସଂସ୍କୃତ - ଗୃଧ୍ର) (ତୁଳ. ହିନ୍ଦୀ - ଗିଦ୍ଧ; ଗୀଧ୍)[ସମ୍ପାଦନା]

ଗୃଧ୍ର; ଶକୁନି —Vulture.

ପ୍ରାଦେଶିକ - (ବସ୍ତର) ବିଶେଷ୍ୟ -[ସମ୍ପାଦନା]

ଚିଲ —kite.