ଗେଲ

ଉଇକିଅଭିଧାନ‌ରୁ

ଗେଲ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ -[ସମ୍ପାଦନା]

୧. ଶ୍ରଦ୍ଧା —୧. Affection.

ଖଣ୍ଡାଦାଢ଼ ପରେ ନ ଚାଲେ ଲଭି ଗେଲ—କୃଷ୍ଣସିଂହ. ମହାଭାରତ.ବନ

୨. ପ୍ରେମ; ସ୍ନେହ —୨. Love; fondness.
୩. ଇଙ୍ଗିତ; ଥଟ୍ଟା —୩. Jest.

ବୋଲି ଦେଲି ସିନା ଗେଲେ ହସି—କବିସୂର୍ଯ୍ୟ. କିଶୋରୀଚମ୍ପୁ.ବ—ଗୀତ

୪. ବାତ୍ସଲ୍ୟଯୁକ୍ତ ଆଦର —୪. Fondling.

କରନ୍ତି ଗୋଲ ସବୁ ମାତାସ୍ନେହ ବହି—କୃଷ୍ଣସିଂହ. ମହାଭାରତ.ବନ

୫. ଶିଶୁ ଓ ସ୍ତ୍ରୀମାନଙ୍କ ପ୍ରତି ସସ୍ନେହ ବ୍ୟବହାର — ୫. Affectionate or foud conduct towards. children and females.