ଗ୍ରାମାଞ୍ଚଳ

Wiktionary ରୁ

ବିଶେଷ୍ୟ: ଏକ ଗାଁ ବା ମଫସଲ ଅଞ୍ଚଳ ।

ସନ୍ଧିବିଚ୍ଛେଦ [ସମ୍ପାଦନା]

ଗ୍ରାମାଞ୍ଚଳ ଏକ ସନ୍ଧି ଯାହା ଗ୍ରାମଅଞ୍ଚଳର ସନ୍ଧିରେ ତିଆରି ।

ଆହୁରି ଦେଖନ୍ତୁ [ସମ୍ପାଦନା]