ଘାସ

ଉଇକିଅଭିଧାନ‌ରୁ

ଘାସ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(file)
  • (file)
  • (file)

ସଂସ୍କୃତ - ବିଶେଷ୍ୟ -(ଘସ୍ ଧାତୁ= ଭକ୍ଷଣ କରିବା+ କର୍ମ. ଅ; ଗବାଦି ପଶୁ ଯାହାକୁ ଖାଆନ୍ତି; ତୁଳ. ଇଂରାଜୀ - ଗ୍ରାସ୍ସ୍)[ସମ୍ପାଦନା]

୧. ଦୂର୍ବା; ଦୂବ —୧. Creeping grass.
୨. କୁଟା —୨. Straw.
୩. ସାଧାରଣ ଘାସ; ତୃଣ —୩. Ordinary grass; pasture grass; meadow-grass.
୪. ଖାଦ୍ୟ —୪. Food.