ଜୀବ

ଉଇକିଅଭିଧାନ‌ରୁ

ବିଶେଷ୍ୟ (ସଂସ୍କୃତ)[ସମ୍ପାଦନା]

  • ଜନ୍ତୁ; ପ୍ରାଣୀ; ଚେତନ ପଦର୍ଥ; ଦେହୀ
  • ପ୍ରଣବାୟୁ
  • ଜୀବନ; ପ୍ରାଣ
  • ବୈଦିକ ମରୁତ୍ ଦେବତାମାନଙ୍କ ମଧ୍ୟରୁ ଏକତମ
  • ଜୀବାତ୍ମା
  • ଜୀବନଶକ୍ତି
  • ଚୈତନ୍ୟ
  • ପ୍ରବୃତ୍ତ; ଇଛା
  • ପେଷା; ଜୀବନୋପାୟ; ଜୀବିକା; ବୃତ୍ତ
  • ପୁଷ୍ୟାନକ୍ଷତ୍ର
  • ଜୀବଦ୍ଦଶା; ଜୀବନକାଳ; ଆୟୁ
  • ବିଷ୍ଣୁ
  • ବୃହସ୍ପତି
  • ବୃହସ୍ପତିଙ୍କ ଦଶାରେ ୩ୟ ଅନ୍ତର୍ଦଶା
  • କାର୍ଯ୍ୟକାରଣ ସମ୍ବନ୍ଧ

ବିଶେଷଣ(ସଂସ୍କୃତ)[ସମ୍ପାଦନା]

  • ଜୀବିତଜୀବ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ସଂସ୍କୃତ - ବି(ଜୀବ୍ ଧାତୁ+କର୍ତ୍ତୃ. ଅ)[ସମ୍ପାଦନା]

୧. ଜନ୍ତୁ; ପ୍ରାଣୀ; ଚେତନ ପଦାର୍ଥ; ଦେହୀ —୧. Living being; animal; a being; creature; sentient being.
୨. ପ୍ରାଣବାୟୁ —୨. The breath of life.
୩. (+ଭାବ. ଅ) ଜୀବନ; ପ୍ରାଣ — ୩. Life; existence.
୪. ବୈଦିକ ମରୁତ୍ ଦେବତାମାନଙ୍କ ମଧ୍ୟରୁ ଏକତମ — ୪. One of the vedic wind-Deities.
୫. ଜୀବାତ୍ମା —୫. Animal soul; the soul.

ଜୀବ ପରମ ବେନି ଅଂଶ, ଏ ରବ ମୁକ୍ତିରେ ପ୍ରବେଶ ଜଗନ୍ନାଥ, ଭାଗବତ

୬. ଜୀବନୀଶକ୍ତି —୬. Vitality.
୭. ଚୈତନ୍ୟ —୭. Sense; sensation.
୮. ପ୍ରବୃତ୍ତି; ଇଚ୍ଛା —୮. Desire; inclination.


୯. ପେଷା; ଜୀବନୋପାୟ; ଜୀବିକା; ବୃତ୍ତ — ୯. Livelihood. profession.
୧. (ଜ୍ୟୋତିଷ) ପୁଷ୍ୟାନକ୍ଷତ୍ର — ୧୦. The ୮th lunar mansion (constellation).
୧୧. ଜୀବଦ୍ଦଶା; ଜୀବନକାଳ; ଆୟୁ — ୧୧. Lifetime; term of life.
୧୨. ବିଷ୍ଣୁ —୧୨. A name of Bishṇu.
୧୩. ବୃହସ୍ପତି (ଗ୍ରହ) —୧୩. Jupitar (planet).
୧୪. (ଜ୍ୟୋତିଷ) ବୃହସ୍ପତିଙ୍କ ଦଶାରେ ୩ୟ ଅନ୍ତର୍ଦଶା — ୧୪. (astrology) The ୩rd lustrum in the cycle of Jupiter (Apte).
୧୫. (ନ୍ୟାୟ) କାର୍ଯ୍ୟକରଣ ସମ୍ୱନ୍ଧ — ୧୫. (logic) The association of cause and effect (Apte).

ସଂସ୍କୃତ - ବିଶେଷଣ -[ସମ୍ପାଦନା]

ଜୀବିତ —Alive.

(ଯଥା—ଜୀବପତି=ଜୀବିତପତି)

ସଂସ୍କୃତ - କ୍ରିୟାପଦ - (ସଂସ୍କୃତ - ଜୀବ୍ ଧାତୁର ଲୋଟ୍ ୨ୟ ପୁରୁଷ ଏକବଚନ)[ସମ୍ପାଦନା]

ବଞ୍ଚିରହ; ଜୀଆଁ; ଜୀଇଁଥାଅ — Live; may you live long.

(ଯଥା—ଚିରଂଜୀବ; ସତ୍ୟଂଜୀବ)

[ଦ୍ରଷ୍ଟବ୍ୟ —କୌଣସି ବ୍ୟକ୍ତି ବିଶେଷତଃ ବାଳକ ବା ବାଳିକା ଛିଙ୍କିଲେ— ପାଖରେ ଥିବା ଅନ୍ୟ ବ୍ୟକ୍ତି ଛିଙ୍କିବା ଲୋକର ଅମଙ୍ଗଳ ହେବା ବୋଲି ଆଶଙ୍କା କରି ସେହି ଭଜୀ ଅମଙ୍ଗଳ ନିବାରଣାର୍ଥ ଆଶୀର୍ବାଦସୂଚକ 'ଜୀବ', 'ସତ୍ୟ ଜୀବ' ଓ 'ଚିରଂଜୀବ' ଆଦି ବାକ୍ୟ ଉଚ୍ଚାରଣ କରନ୍ତି]