ଝରକା

ଉଇକିଅଭିଧାନ‌ରୁ

ଝରକା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଜାଳକ)[ସମ୍ପାଦନା]

୧. ଖିଡ଼ିକି; ଜଳାକବାଟୀ; ଗବାକ୍ଷ — ୧. Latticed window.
୨. ଜାନାଲା; ପଞ୍ଜର —୨. Window; shutter.

ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ -[ସମ୍ପାଦନା]

ବାଉଳି ୨ (ଦେଖ) - Bāuḻi ୨ (See)