ଢିରା

ଉଇକିଅଭିଧାନ‌ରୁ

ଢିରା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଧୃ ଧାତୁ=ଧାରଣ)[ସମ୍ପାଦନା]

୧. ଠେକ; ଧାରଣା — ୧. A prop.
୨. ଠେଁସ; ଠିଅ —୨. A suppord.
୩. କାତ —୩. The pole used in pushing a boat.
୪. ଅବଲମ୍ୱନାର୍ଥ ଯଷ୍ଟି — ୪. A stick used for support.
୫. ବାଣୀ ବା ସୂତୁଲୀକୁ କାଟିବା ବା ବଳିବା ନିମନ୍ତେ ବ୍ୟବହୃତ ଛକଦିଆ ତାକୁଡ଼ି ବା ଶଳାକା — ୫. A spindle with a cross at the bottom to spin strings.