ତନ୍ଦରା

ଉଇକିଅଭିଧାନ‌ରୁ

ଓଡ଼ିଆ[ସମ୍ପାଦନା]

ବିଶେଷଣ

ଉଦାହରଣ: ତନ୍ଦରା ହୋଇ କାମ କଲେ ସୁଫଳ କି ମିଳେ !

ପ୍ରତିଶବ୍ଦ[ସମ୍ପାଦନା]

  1. ତରବର
  2. କାଉଳା
  3. ଅତରଛିଆ
  4. ଲଣ୍ଡଭଣ୍ଡତନ୍ଦରା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ପ୍ରାଦେଶିକ - ବିଶେଷ୍ୟ - (ଗଞ୍ଜାମ; ଗଡ଼ଜାତ) (ସଂସ୍କୃତ - ତ୍ୱରା)[ସମ୍ପାଦନା]

୧. ଉଦ୍ୱେଗ —୧. Eagerness; anxiety.
୨. ଉତ୍କଣ୍ଠା —୨. Uneasiness.
୩. ଅସ୍ଥିରତା —୩. Restlessness.
୪. ତ୍ୱରାନ୍ୱିତ ଅବସ୍ଥା —୪. Hurry; haste.

ବିଶେଷଣ - (ସଂସ୍କୃତ - ତ୍ୱାରାନ୍ୱିତ)[ସମ୍ପାଦନା]

୧. ଉଦ୍ୱିଗ୍ନ —୧. Anxious.
୨. ଅସ୍ଥିର —୨. Restless.
୩. ତ୍ୱରାନ୍ୱିତ —୩. In haste.