ତରତର

ଉଇକିଅଭିଧାନ‌ରୁ

ତରତର

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ତରତରିଆ—ଅନ୍ୟରୂପ)

  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷଣ - (ସଂସ୍କୃତ - ତ୍ୱରା)[ସମ୍ପାଦନା]

୧. ଅଧୀର — ୧. Impatient; agitated.
୨. ଅସ୍ଥିର; ଚପଳ — ୨. Restless; fickle.
୩. ଲଣ୍ଡଭଣ୍ଡ; ତ୍ୱରାନ୍ୱିତ; ସମୟାଭାବରୁ ବ୍ୟସ୍ତ — ୩. Busy for want of time; hasty.
୪. ଯେ ସମ୍ୟକ୍ ବିବେଚନା ବା ଆଗ ପଛ ବିଚାର ନ କରି କାର୍ଯ୍ୟ କରେ —୪. One who acts hastily without mature consideration.
୫. ଯେ ଆଗ ପଛ ବିଚାର ନ କରି ଯାହା ମନକୁ ଆସେ ତାହା କହି ପକାଏ —୫. One who speaks out without mature consideration.

ଦେଶଜ - କ୍ରି.ବିଶେଷଣ -[ସମ୍ପାଦନା]

୧. ଅତି ଶୀଘ୍ର; ଚଞ୍ଚଳ; ସତ୍ୱର — ୧. Hastily; in haste; hurriedly.

ବଜାଇ କମ୍ୱୁବର ବାହୁଡ଼େ ତରତର ତରଳ ଚିତ୍ତୁଁ ନାଶି ଭଞ୍ଜ, ବୈଦେହୀଶବିଳାସ


୨. ଅସ୍ଥିର ଭାବରେ —୨. Restlessly.