ତାଜା

ଉଇକିଅଭିଧାନ‌ରୁ

ତାଜା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ବୈଦେଶିକ - ବିଶେଷଣ - (ଫା; ତୁଳ ସଂସ୍କୃତ - ତେଜଃ)[ସମ୍ପାଦନା]

୧. ସଜ; ତଟକା; ସଦ୍ୟ —୧. Fresh
୨. ଅଭିନବ —୨. New.
୩. ଜୀଅନ୍ତା; ଯାହା ଝାଉଁଳି ନାହିଁ —୩. Not withered; verdant.
୪. ଅଳ୍ପ ସମୟ ପୂର୍ବେ ଗଛରୁ ଛିଣ୍ଡା ଯାଇଥିବା (ଫୁଲ,ଫଳ ଆଦି) —୪. Newly plucked
୫. ଅଳ୍ପ ସମୟ ପୂର୍ବେ ପ୍ରସ୍ତୁତ (ଖାଦ୍ୟାଦି) —୫. Active.
୬. କାର୍ଯ୍ୟକ୍ଷମଚ କମଠ — ୬. Active.
୭. ତେଜୀୟାନ; ପୁର୍ତ୍ତିବାଜ —୭. Spirited; lively.
୮. ରୋଗମୁକ୍ତ; ସୁସ୍ଥ —୮. Cured; restored to health.
୯. ଚାଙ୍ଗଲା; ସୁସ୍ଥ ଓ ସବଳ —୯. Hale and hearty; refreshed; enivened.

[ଦ୍ରଷ୍ଟବ୍ୟ —ଅଳ୍ପକ୍ଷଣ ପୂର୍ବେ ଦୁହାଁ ହୋଇଥିବା ଦୁଧ, ଅଳ୍ପକ୍ଷଣ ପୂର୍ବେ କୂଅ ଆଦିରୁ ଅଣାଯାଇ ଥିବା ପାଣି, ଅଳ୍ପକ୍ଷଣ ପୂର୍ବେ ଲହୁଣୀରୁ ମରାଯାଏ ଥିବା ଘିଅ, ଅଳ୍ପକ୍ଷଣ ପୂର୍ବେ ଲେଖା ଯାଇଥିବା ଲେଖା ପ୍ରତି ତାଜା ବିଶେଷ ବ୍ୟବହୃତ ହୁଏ ଯାହା ବାସୀ ହୋଇନାହିଁ ଯାହାର ନୂତନୁତ୍ୱ ମିଉଳି ନାହିଁ ତାକୁ ତାଜା ବୋଲାଯାଏ]