ତିନି

ଉଇକିଅଭିଧାନ‌ରୁ

ତିନି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ତ୍ରୀଣି; ପ୍ରା. ତିଣ୍ଣି)[ସମ୍ପାଦନା]

୧. ୩ ସଂଖ୍ୟା — ୧. Number ୩.
୨. କଉଡ଼ି ବା ପଶାଖୋଳାରେ ୩ ସଂଖ୍ୟକ ଦାନ — ୨. The throw of cowries or dice representing ୩ marks.

ଦେଶଜ - ବିଶେଷଣ -[ସମ୍ପାଦନା]

୧. ୩ ସଂଖ୍ୟକ —୧. Numbering three.
୨. '୩' ସଂଖ୍ୟାର ପୂରଣ; ତୃତୀୟ — ୨. Third.

[ଦ୍ରଷ୍ଟବ୍ୟ —ସାଧାରଣଙ୍କର ବିଶ୍ୱାସ ଯେ '୩' ସଂଖ୍ୟା ଅମଙ୍ଗଳକର; ଏଣୁ ଲୋକେ କହନ୍ତି ' ତିନି ତିରିକଟ(କରକଟ) ମରଣ ନିକଟ' ବନ୍ଧୁ ବନ୍ଧୁଙ୍କ ତିନି ସଂଖ୍ୟକ ପଦାର୍ଥ ଦିଅନ୍ତି ନାହିଁ ଏହି ସଂଖ୍ୟା ନିଶ୍ଚୟାତ୍ମକ ଅର୍ଥରେ ମଧ୍ୟ ବ୍ୟବହୃତ ହୁଏ; ଯଥା—ବାର୍ବାର୍ ତତେ ତିନିବାର ସାବଧାନ କଲି; ଏଣିକି ମୋର ଦୋଷ ନାହିଁ ]