ତେର

ଉଇକିଅଭିଧାନ‌ରୁ

ତେର

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

(ତେଏର—ଅନ୍ୟରୂପ)

ଦେଶଜ - ବିଶେଷ୍ୟ - (ସଂସ୍କୃତ - ତ୍ରୟୋଦଶ; ପ୍ରା—ତେରହ; ତେରଶ୍)[ସମ୍ପାଦନା]

୧. ୧୩: ସଂଖ୍ୟା —୧. Number ୧୩.
୨. ତେରବର୍ଷ ବୟସ — ୨. The age of thirteen years.

ବାର ଯାଇ ତେର ପଶିଲା ଦିହରେ ଶକତି ପଶିଲା ଢ଼ଗ

୩. ତେର ସଂଖ୍ୟାଯୁକ୍ତ ସନ ବା ଅଙ୍କ — ୩. A year having the figure of ୧୩ in it.

ତରକି ଥିବ ତେରକୁ, ଚଉଦ ପନ୍ଦର କେହି ନ ରହିବ ସତ ଉପୁଜିବ ସତରକୁ ଓଡ଼ିଆରବୀ - ମାଳିକା ବଚନ

ବିଶେଷଣ -[ସମ୍ପାଦନା]

୧. ୧୩: ସଂଖ୍ୟକ —୧. Numbering ୧୩.
୨. ତ୍ରୟୋଦଶ ସ୍ଥାନୀୟ —୨. Thirteenth.