ଦି ପତର

ଉଇକିଅଭିଧାନ‌ରୁ

ଦି ପତର

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଦିପତ୍ର, ଦିପତରିଆ, ଦିପତୁରିଆଅନ୍ୟରୂପ

ଦେଶଜ - ବିଶେଷଣ - (ସଂସ୍କୃତ - ଦ୍ୱି ପତ୍ର)[ସମ୍ପାଦନା]

୧. ଗଜା ଅବସ୍ଥାରୁ ଉତୁରି ପତ୍ର ଧରିବାକୁ ଆରମ୍ଭ କରିଥିବା (ଗଛ) — ୧. Budding with two leaves; growing with two leaves.
୨. ଯେଉଁ ଗଛର ପତ୍ର ସବୁ ଦୁଇ ଦୁଇଟା ହୋଇ ଡେମ୍ପରେ ଲାଗି ହୋଇଥାଏ —୨. (trees) Withg two leaves on a stem; bifoliate.