ନର୍ତ୍ତକ

ଉଇକିଅଭିଧାନ‌ରୁ

ବିଶେଷ୍ୟ (ସଂସ୍କୃତ)[ସମ୍ପାଦନା]

  • ନୃତ୍ୟଜୀବି; ନାଟୁଆ
  • ନଟ; ଅଭିନେତା
  • ହସ୍ତୀ
  • ମୟୂର
  • ଚାରଣ; ଭାଟ
  • କେବଳ; ଦଉଡ଼ି ଉପରେ ଓ ଖଣ୍ତା ଦାଢ଼ରେ ନାଚିବା ଆଦି ଅଦ୍ଭୁତ କ୍ରୀଡା ପ୍ରଦର୍ଶକ
  • ଏକ ପ୍ରକାର କାଣ୍ତଶର ବା ନଳ
  • ମହାଦେବ
  • ରାଜା
  • ଧୋବା ପିତା ଓ ବେଶ୍ୟା ମାତାଠାରୁ ଉତ୍ପନ୍ନ ସଙ୍କର ଜାତିବିଶେଷ
  • ମାଣ୍ଡିଆ
  • ମହୁଆ; ମହୁଲ


ନର୍ତ୍ତକ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ନର୍ତକ—ଅନ୍ୟରୂପ)

(ନର୍ତ୍ତକୀ—ସ୍ତ୍ରୀ)
  • (file)

ସଂସ୍କୃତ - ବିଶେଷ୍ୟ - ପୁଂ. (ନୃତ୍ ଧାତୁ=ନାଚିବା+କର୍ତ୍ତୃ. ଅକ)[ସମ୍ପାଦନା]

୧. ନୃତ୍ୟଜୀବ; ନାଟୁଆ —୧. male dancer; a professional dancer.
୨. ନଟ; ଅଭିନେତା — ୨. An actor.
୩. ମୟୁର —୩. Peacock.
୪. ହସ୍ତୀ —୪. Elephant.
୫. ଚାରଣ; ଭାଟ —୫. Herald.
୬. କେବଳ; ଦୁଉଡ଼ ଉପରେ ଓ ଖଣ୍ଡା ଦାଢ଼ରେ ନାଚିବା ଆଦି ଅଦ୍ଭୂତ କ୍ରୀଡ଼ା ପ୍ରଦର୍ଶକ (ହିନ୍ଦୀ - ଶ) — ୬. Rope dancer.
୭. ଏକପ୍ରକାର କାଣ୍ଡଶର ବା ନଳ— (ହିନ୍ଦୀ - ଶ.) — ୭. A kind of reed.
୮. ମହାଦେବ (ଏ ତାଣ୍ଡବନୃତ୍ୟ କରୁଥିବାରୁ) (ହିନ୍ଦୀ - ଶ.) — ୮. Ṡiba.
୯. ରାଜା (ହିନ୍ଦୀ - ଶ.) —୯. King.
୧. ଧୋବା ପିତା ଓ ବେଶ୍ୟା ମାତାଠାରୁ ଉତ୍ପନ୍ନ ସଙ୍କର ଜାତିବିଶେଷ (ହିନ୍ଦୀ - ଶ.) — ୧୦. A hybrid caste amongst the Hindus.
୧୧. ମାଣ୍ଡିଆ (ଶସ୍ୟ) (ହିନ୍ଦୀ - ଶ.) — ୧୧. A kind of coarse globular food grain.
୧୨. ମହୁଆ (ହିନ୍ଦୀ - ଶ); ମହୁଲ — ୧୨. Mahwa (tree).