ନାଦ
Wiktionary ରୁ
ବିଶେଷ୍ୟ (ସଂସ୍କୃତ) [ସମ୍ପାଦନା]
- ଧ୍ଵନି; ଶବ୍ଦ
- ଉଚ୍ଚ ଶବ୍ଦ
- ଡାକ
- ଗର୍ଜନ
- ଅର୍ଦ୍ଧଚନ୍ଦ୍ରାକୃତି ବର୍ଣ୍ଣ; ଚନ୍ଦ୍ରବିନ୍ଦୁ
- ଗବାଦି ପଶୁର ମଳ; ଲଣ୍ତ
- ପ୍ରାଣୀର ଶରୀରସ୍ଥ ପ୍ରାଣ ବାୟୁ ଓ ଜଠରାଗ୍ନି ସଂଯୋଗରେ ଉତ୍ପନ୍ନ ଧ୍ଵନି
- ବର୍ଣ୍ଣର ଉଚ୍ଚାରଣ ବିଷୟରେ ଏକ ପ୍ରଯତ୍ନ, ଯହିଁରେ କଣ୍ଠକୁ ଅତ୍ୟନ୍ତ ବିସୃତ ନ କରି ବା ଅତି ସଂକୁଞ୍ଚିତ ନ କରି ବାୟୁ ବା ସ୍ଵର ବାହାରେ କରାଯାଏ
- ସଙ୍ଗୀତ
- ବର୍ଣ୍ଣର ଅବ୍ୟକ୍ତମୁଳ ରୂପ
ବିଶେଷଣ (ସଂସ୍କୃତ) [ସମ୍ପାଦନା]
- ପ୍ରଶଂସାକାରୀ
ବିଶେଷ୍ୟ (ଦେଶଜ) [ସମ୍ପାଦନା]
- ଲାଦ