ନିଅଣ୍ଟ

ଉଇକିଅଭିଧାନ‌ରୁ

ନିଅଣ୍ଟ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଅନଟନ)[ସମ୍ପାଦନା]

ଅନଟନ; ଅଭାବ — Want; insufficience.

ବିଶେଷଣ -[ସମ୍ପାଦନା]

୧. ଅଭାବଗ୍ରସ୍ତ (ବ୍ୟକ୍ତି) — ୧. Beset with want.
୨. ନଅଣ୍ଟ; ଅଯେଥେଷ୍ଟ (ବସ୍ତୁ) —Insufficient.

ଶତ ପ୍ରାୟଶ୍ଚିତ୍ତ କଲେ ହେଉ ଥିଲା ଦୋଷକୁ ତାହା ନିଅଣ୍ଟ ରାଧାନାଥ. ଯଯାତି