ନିର୍ଦ୍ଦିଷ୍ଟ

ଉଇକିଅଭିଧାନ‌ରୁ

ବିଶେଷଣ (ସଂସ୍କୃତ)[ସମ୍ପାଦନା]

  1. ନିଶ୍ଚିତ
  2. ଅବଧାରିତ
  3. କଥିତ; ଉଲ୍ଲିଖିତ
  4. ବର୍ଣ୍ଣିତ
  5. ପ୍ରଦର୍ଶିତ
  6. ଉପଦିଷ୍ଟ; ଆଦିଷ୍ଟ

ନିର୍ଦ୍ଦିଷ୍ଟ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ନିର୍ଦ୍ଦିଷ୍ଟ—ଅନ୍ୟରୂପ)

(ନିର୍ଦ୍ଦିଷ୍ଟତା—ବିଶେଷ୍ୟ)

  • (file)
  • (file)

ସଂସ୍କୃତ - ବିଶେଷଣ - (ନିର୍+ଦିଶ୍ ଧାତୁ=ଦେଖାଇବା+କର୍ମ. ତ)[ସମ୍ପାଦନା]

୧. ନିଶ୍ଚିତ —୧. Certain.
୨. ଅବଧାରିତ —୨. Determined; settled; ascertained; fixed upon.
୩. କଥିତ; ଉଲ୍ଲିଖିତ —୩. Aforesaid; mentioned.
୪. ବର୍ଣ୍ଣିତ —୪. Described.
୫. ପ୍ରଦର୍ଶିତ —୫. Pointed out.
୬. ଉପଦିଷ୍ଟ; ଆଦିଷ୍ଟ —Commanded; ordered.