ନିୟମ
Wiktionary ରୁ
ବିଶେଷ୍ୟ (ସଂସ୍କୃତ) [ସମ୍ପାଦନା]
- ବିଧି
- ନିର୍ଦ୍ଦିଷ୍ଟ ବିଧି
- ଆଇନ
- ପ୍ରତିଜ୍ଞା; ଅଙ୍ଗୀକାର
- ବ୍ରତ; ଧର୍ମାନୁଷ୍ଠାନ : ଶୌଚ, ସନ୍ତୋଷ, ତପସ୍ୟା, ବେଦାଧ୍ୟୟନ ଓ ଇଶ୍ଵରପ୍ରଣିଧାନ ଏହି ପାଞ୍ଚଗୋଟି କର୍ମ ନିୟମର ଅନ୍ତର୍ଭୁକ୍ତ
- ଉପବାସାଦି ବ୍ରତ
- ପ୍ରକୃତି; ସ୍ଵଭାବ
- ଅଭ୍ୟାସ
- ରୀତି; ପ୍ରଥା
- ଆଜ୍ଞା; ଆଦେଶ; ଅନୁଶାସନ
- ଦମନ
- ଇନ୍ଦ୍ରିୟନିରୋଧ; ସଂଯମ
- ନିରୋଧ
- ଶୃଙ୍ଖଳା; ଧାରା; ପଦ୍ଧତି; ପ୍ରଣାଳୀ
- ସୂତ୍ର
- ଲକ୍ଷଣ
- ବଶୀଭୂତ କରିବା; ଆୟତ୍ତ କରିବା
- ଆବଦ୍ଧ କରିବା
- ବାଧା ଦେବା
- ନିୟନ୍ତ୍ରଣ; ସୀମା ନିର୍ଦ୍ଦେଶ
- ନିୟମାନୂବର୍ତ୍ତିତା
- ସ୍ଥିରତା
- ନିର୍ଦ୍ଧାରଣ
- ଆବଶ୍ୟକତା
- ବାଧ୍ୟତା
- ଓଷା; ଯେଉଁ ବ୍ରତ ଯମ ପରି ଅବଶ୍ୟକରଣୀୟ ନୁହେଁ କିନ୍ତୁ ଯାହା ପାଳନ କରିବା ପାଇଁ ଶାସ୍ତ୍ର ନିର୍ଦ୍ଦେଶ ଅଛି
- କବିପ୍ରସିଦ୍ଧି