ପରିବାର

ଉଇକିଅଭିଧାନ‌ରୁ

ସଂ. ବିଶେଷ୍ୟ[ସମ୍ପାଦନା]

(ପରି+ବୃ ଧାତୁ=ବରଣ କରିବା; ଆବରଣ କରିବା +କର୍ମ. ଅ)[୧]

  • ପରିଜନ; ପୋଷ୍ୟବର୍ଗ
  • ଅନୁଚର
    • ଉଦାହରଣ: ସଙ୍ଗରେ ନିଜ ପରିବାର, ଧରିଣ ବ୍ୟଜନ ଚାମର । ଜଗନ୍ନାଥ. ଭାଗବତ
  • (+କର୍ତ୍ତୃ. ଅ) ଖଡ଼୍ଗାଧାର
  • ଏକ ସ୍ଵଭାବ ବା ଆକାରର ବସ୍ତୁଗଣ
  • ପରିଚ୍ଛଦ
  • (+କରଣ. ଅ) ଆବରଣ; ଘୋଡ଼ଣୀ
  • ଗ୍ରାମର ଚତୁଃପାର୍ଶ୍ଵସ୍ଥ ବାଡ଼
  • ଜ୍ଞାତି ଓ ବନ୍ଧୁବର୍ଗ (ହି. ଶବ୍ଦସାଗର)
  • ଛତ୍ରଚାମରାଦି ରାଜା ଓ ଦେବତାଙ୍କ ଗହଣରେ ୟିବା ସାମଗ୍ରୀ (ହି. ଶ.)

ଦେ. ବିଶେଷ୍ୟ[ସମ୍ପାଦନା]

ଆଧାର[ସମ୍ପାଦନା]

  1. ପ୍ରହରାଜ, ଗୋପାଳ ଚନ୍ଦ୍ର. "ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ, ପୃଷ୍ଠା:୪୬୩୯". dsal.uchicago.edu. URL accessed on 10 January 2013.

ପରିବାର

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ପରୀବାର, ପରିବାରଣଅନ୍ୟରୂପ

  • (file)

ସଂସ୍କୃତ - ବିଶେଷ୍ୟ - (ପରି+ବୃ ଧାତୁ=ବରଣ କରିବା; ଆବରଣ କରିବା +କର୍ମ. ଅ)[ସମ୍ପାଦନା]

୧. ପରିଜନ; ପୋଷ୍ୟବର୍ଗ — ୧. One's family and dependants.
୨. ଅନୁଚର — ୨. Train; suite; retinue; followers.

ସଙ୍ଗରେ ନିଜ ପରିବାର ଧରଣ ବ୍ୟଜନ ଚାମର ଜଗନ୍ନାଥ. ଭାଗବତ

୩. (+କର୍ତ୍ତୃ. ଅ) ଖଡ଼୍ଗାଧାର —୩. Sheath; scabbard.
୪. ଏକ ସ୍ୱଭାବ ବା ଆକାରର ବସ୍ତୁଗଣ — ୪. Things of the same class or nature.
୫. ପରିଚ୍ଛଦ —୫. Dress; raiment.
୬. (+କରଣ. ଅ) ଆବରଣ; ଘୋଡ଼ଣୀ — ୬. Cover; covering. (M.W.)
୭. ଗ୍ରାମର ଚତୁଃପାର୍ଶ୍ୱସ୍ଥ ବାଡ଼ — ୭. A hedge round a village. (M.W.)
୮. ଜ୍ଞାତି ଓ ବନ୍ଧୁବର୍ଗ (ହିନ୍ଦୀ - ଶବ୍ଦସାଗର) — ୮. Direct and collatral relations; one's agnates and cognates.
୯. ଛତ୍ରଚାମରାଦି ରାଜା ଓ ଦେବତାଙ୍କ ଗହଣରେ ଯିବା ସାମଗ୍ରୀ (ହିନ୍ଦୀ - ଶ.) —୯. Royal paraphernalia.

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ -[ସମ୍ପାଦନା]

ସ୍ତ୍ରୀ —Wife.