ପର୍ବତ

ଉଇକିଅଭିଧାନ‌ରୁ

ପର୍ବତ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

===ସଂସ୍କୃତ - .ବି—(ପର୍ବ ଧାତୁ++କର୍ତ୍ତ. ଅତ; ପୁରଣ ମତରେ ପୂର୍ବେ ପର୍ବତମାନଙ୍କର ପକ୍ଷ ଥିଲା ଓ ସେମାନେ ଉଡି ପାରୁ ଥିଲେ; ଇନ୍ଦ୍ର ବଜ୍ର ବଜ୍ରଦ୍ୱାରା ସେମାନଙ୍କ ପକ୍ଷ ଛେଦନ କଲେ

୧. ଗିରି; ପାହାଡ଼ —୧. Mountain; hill; rock.
୨. ଗନ୍ଧର୍ବବିଶେଷ — ୨. Name of a neavenly chorister.
୩. ନାରଦଙ୍କ ସହଚର; ଦେବର୍ଷିବିଶେଷ — ୩. Name of a sage.
୪. ପାବଦା ମାଛ; ବଚୁଆ ମାଛ —୪. A kind of fish; Silurus Pobda; the butter fish.
୫. ଶାକବିଶେଷ —୫. A kind of potherb or vegitable.
୬. ହିମାଳୟ —୫. The Himalayan mountain.
୭. ସାତ ସଂଖ୍ୟା —୭. The number seven. (M.W.)
୮. ଗଛ —୮. Tree. (M.W.)
୯. ସୋମ ରସକୁ ଛେଚିବା ପାଇଁ ବ୍ୟବହୃତ ପ୍ରସ୍ତର ଖଣ୍ଡ — ୯. A fargmant of rock or stone for pressing out the Soma juice. (M.W.)
୧. ପର୍ବତାକାର ମେଘ — ୧୦ A mountain-like cloud. (M.W.).
୧୧. ଅଷ୍ଟାବସୁ ମଧ୍ୟରୁ ଏକ — ୧୧. name of one of the ୮ Basu deities.
୧୨. ରାମାୟଣୋକ୍ତମର୍କଟ ବିଶେଷ — ୧୨. Name of a monkey. (M.W.)
୧୩. ଶଙ୍କରାଚାର୍ଯ୍ୟଙ୍କ ଶିଷ୍ୟ ମାନଙ୍କ ଗଠିତ ଦଶନାମୀ ସନ୍ୟାସୀ— ମାନଙ୍କ ମଧ୍ୟରୁ ଏକ ଶ୍ରଶୀ(ଦଶନାମୀ ସନ୍ୟାସୀ ଦେଖ) — ୧୩. Name of one of the ୧୦ religious orders founded by Saṇkarāchārj̄ya's pupils whose members add the word parbata to their names.
୧୪. ସଂଭୁତି ଗର୍ଭରୁ ଉତ୍ପନ୍ନ ମରୀଚଙ୍କର ଏକ ପୁତ୍ର — ୧୪. Name of a son of sage Marīcha

=== ଦେଶଜ - ବିଶେଷ୍ୟ -

(ଲକ୍ଷଣାର୍ଥ) କୌଣସି ପଦାର୍ଥର ରାଶି ବା ବହୁ ପରିମାଣ — (figurative) A large kindquantity or heap of any thing.

ଶ୍ରୀପର୍ବକୁ ଗଲେ ସୁକୃତ—ପର୍ବତ ହୁଅଇ ତାର ଯେଣ ହୋଇ ଶୁଦ୍ଧ ଚିତ୍ତ କୃଷ୍ଣସିଂହ, ମହାଭାରତ ବନ



  • (file)