ପ୍ରଣାଳୀ

ଉଇକିଅଭିଧାନ‌ରୁ

ପ୍ରଣାଳୀ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ପ୍ରଣାଳକ, ପ୍ରଣାଳିକାସ୍ତ୍ରୀ

  • (file)

ସଂସ୍କୃତ - ବିଶେଷ୍ୟ - (ପ୍ର+ନଳ୍ ଧାତୁ=ବାନ୍ଧିବା+କରମ. ଅ; +ସ୍ତ୍ରୀ. ଈ; ଣତ୍ୱ ବିଧାନ)[ସମ୍ପାଦନା]

୧. ଜଳ ବାହାରିଯିବାର ବାଟ; ପାଣି ନାଳ; ନଳା; ନର୍ଦ୍ଦମା — ୧. Channel; watercourse; drain.
୨. ଧାଡ଼ି; ଶ୍ରେଣୀ —୨. Row; line.
୩. କାର୍ଯ୍ୟ ସାଧନର ବାଟ; ଉପାୟ — ୩. Means; mediation.
୪. ରୀତି —୪. Custom; practic.
୫. ନିୟମ —୫. Rule.
୬. ପଦ୍ଧତି —୬. Method.
୭. ଦେଶାଚାର —୭. Usage.
୮. ଧାରା —୮. Succession; series.
୯. (ଭୂଗୋଳ) ଦୁଇ ବୃହତ୍ ଜଳ ଭାଗକୁ ସଂଯୋଗ କରିଥିବା ସଂକୀର୍ଣ୍ଣ ଜଳ ଭାଗ —୯. (geigraphy) Straits; a narrow channel connecting two wide expanses of water.

ଦେଶଜ - ବିଶେଷ୍ୟ -[ସମ୍ପାଦନା]

ଶିବଲିଙ୍ଗର ଶକ୍ତି; ଶିବ ଲିଙ୍ଗର ଚାରିପାଖରେ ଥିବା ନାଳ —The channel round the phallic image of Ṡiba.