ପ୍ରଦର୍ଶିତ
ପ୍ରଦର୍ଶିତ
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
(ପ୍ରଦର୍ଶନ—ସ୍ତ୍ରୀ)
ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷଣ - (ପ୍ର+ଦର୍ଶିତ)[ସମ୍ପାଦନା]
- ୧. ଦେଖାଇ ଦିଆ ଯାଇଥିବା —୧. Shown; exhibited; displayed.
- ୨. ଉଲ୍ଲିଖିତ —୨. Mentioned.
- ୩. ସୂଚିତ —୩. Indicated.
- ୪. ପ୍ରକଟିତ —୪. Published; declared.
- ୫. ବ୍ୟାଖ୍ୟାତ —୫. Explained; expounded.