ବହି

ଉଇକିଅଭିଧାନ ରୁ
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ

ଶବ୍ଦାର୍ଥ:

ବିଶେଷ
ବହୁତ ଗୁଡିଏ କାଗଜ ଫର୍ଦ କୁ ନେଇ ଗଠିତ ହୋଇଥିବା ଓ ହାଥ ଲେଖା କିମ୍ବା print କରାଯାଇଥିବା ବିଡାକୁ ବହି କୁହାଯାଏବହି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]


ଅନୁବାଦ[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଆରବୀ - ବହୀ=ଈଶ୍ୱର ବାଣୀ, କୋରାନ୍; ତୁଳ. ଇଂ ବୁକ୍;ସଂସ୍କୃତ - ବେଦ; ବଦ୍ଧ ପୁସ୍ତକ)[ସମ୍ପାଦନା]

୧. କିତାପ; ଗ୍ରନ୍ଥ; ପୁସ୍ତକ —୧. Book.
୨. ଲେଖା ଖାତା —୨. A manuscript book.
୩. ବନ୍ଧା ବହି —୩. Bound book.
୪. ହିସାବ ପୁସ୍ତକ —୪. Account book,
୫. ବ୍ୟବସାୟର ଆୟ ବ୍ୟୟର ହିସାବ କିତାପ — ୫. Business accouts.