ବାଧ୍ୟତା

ଉଇକିଅଭିଧାନ‌ରୁ

ବାଧ୍ୟତା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -(ବାଧ୍ୟ+ଭାବ. ତା)[ସମ୍ପାଦନା]

୧. ବଶ୍ୟତା — ୧. Subservience.
୨. ଆଦେଶାନୁଗତ —୨. Obedience.
୩. ଯବରଦସ୍ତି — ୩. compulsion.
୪. ବାରଣଯୋଗୟତା — ୪. Preventibleness
୫. ନିଷିଦ୍ଧିତା —୫. The state of being forbidden.