ବାର୍ଷିକ

Wiktionary ରୁ

[ଏହାକୁ ବଦଳାନ୍ତୁ] ବିଶେଷଣ (ସଂସ୍କୃତ)

  1. ସାମ୍ବତ୍ସରିକ; ପ୍ରତିବର୍ଷ ଘଟିବା ବା କରାଯିବା
  2. ପ୍ରତି ବର୍ଷ ପାଇଁ ନିର୍ଦ୍ଦିଷ୍ଟ
  3. ପ୍ରତି ବର୍ଷ ଦେୟ
  4. ପ୍ରତି ବର୍ଷ ପ୍ରାପ୍ୟ
  5. ଯାହା ପ୍ରତି ବର୍ଷ ନିର୍ଦ୍ଦିଷ୍ଟ ସମୟରେ କରାଯାଏ
  6. ଯାହା ପ୍ରତିବର୍ଷ ଜନ୍ମେ ଓ ମରେ
  7. ବର୍ଷାକାଳୀନ; ବର୍ଷା ସମ୍ବନ୍ଧୀୟ
  8. ବର୍ଷା ଋତୁ ସମ୍ବନ୍ଧୀୟ

[ଏହାକୁ ବଦଳାନ୍ତୁ] ବିଶେଷ୍ୟ

  1. ବାତ୍ସରିକ ବେତନ
  2. ବାତ୍ସରିକ କର
  3. ପ୍ରତି ବର୍ଷ କର୍ତ୍ତବ୍ୟ ପୂଜାଦି
  4. ବର୍ଷରେ ଥରେ ଦେୟ ବା ପ୍ରାପ୍ୟ ବସ୍ତୁ


ନିଜର ଟୁଲ
ନେମସ୍ପେସ

ନିଆରା
କାମ
ଦିଗବାରେଣି
ଉପକରଣ