ବାଷ୍ପ
Wiktionary ରୁ
[ଏହାକୁ ବଦଳାନ୍ତୁ] ବିଶେଷ୍ୟ (ସଂସ୍କୃତ)
- ବାମ୍ଫ; ଜଳର ବାୟବୀୟ ଅବସ୍ଥା; ଉତ୍ତାପ ଦ୍ଵାରା ଜଳର ପରିବର୍ତ୍ତିତ ସୂକ୍ଷ୍ମ ଆକାର
- ଘନ ବା ତରଳ ପଦାର୍ଥର ବାୟବୀୟ ଆକାର (ଜଳୀୟ ବାଷ୍ପ, ଅଙ୍ଗାରକାମ୍ଳ ବାଷ୍ପ ଇତ୍ୟାଦି)
- ଶୋକ ବା ରାଗ ଯୋଗୁଁ ଉଠିବା କଣ୍ଠ ଶ୍ଳେଷ୍ମ; କଣ୍ଠ ବାରି
- ଅଶୃ, ନେତ୍ରବାରି
- ଲୁହା
- କଣ୍ଟକାରି