ବିଧି

ଉଇକିଅଭିଧାନ‌ରୁ

ବିଧି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ସଂସ୍କୃତ - ବିଶେଷ୍ୟ - (ବି+ଧା ଧାତୁ+କର୍ତ୍ତୃ ଇ)[ସମ୍ପାଦନା]

୧. ପ୍ରଜାପତି; ବ୍ରହ୍ମା; ବିଧାତା —୧. Brahmā the Creator.
୨. ବିଷ୍ଣୁ — ୨. Bishṇu.
୩. ଭଗବାନ୍; ଈଶ୍ୱର —୩. God; Providence.
୪. ଦୈବ; ଭାଗ୍ୟ —୪. Fortune; luck; fate.
୫. (+ଭାବ. ଇ) ପଦ୍ଧିତ; କ୍ରମ — ୫. Step; procedure; style.
୬. ନିୟମ —୬. Rule; regulation.
୭. ନିୟୋଗ —୭. Precept; command; appointment.
୮. ଅନୁଷ୍ଠାନ —୮. Institution; act; deed.
୯. ପ୍ରଥା; ରୀତି — ୯. Custom; practice.
୧. ଆଚାର —୧୦. Usage.
୧୧. (+କରଣ ଇ) ଶାସ୍ତ୍ରବିଧାନ —୧୧. Religious precept.
୧୨. ପ୍ରକାର —୧୨. Sort; kind; mode; manner;
୧୩. ବିଧାନ —୧୩. Statute; formula.
୧୪. ଆଇନ୍ —୧୪. Law; legistation.
୧୫. ଆଚରଣ —୧୫. Conduct.
୧୬. ଉପାୟ; ପ୍ରଣାଳୀ —୧୬. Means; method; ways.
୧୭. ଯଜ୍ଞ —୧୭. Vedic sacrifice.
୧୮. ଲକ୍ଷଣ —୧୮. Mark; sign; badge.
୧୯. ସୂତ୍ର —୧୯. A clue.
୨. ସ୍ୱତଃସିଦ୍ଧ ବଚନ —୨୦. Axiom.

[ ଦ୍ର—କୌଣସି କାର୍ଯ୍ୟ କରିବା ନିମନ୍ତେ ଆଦେଶକୁ ତା ନିୟମକୁ 'ବିଧି' ଏବଂ କୌଣସି କାର୍ଯ୍ୟ କରିବାକୁ ମନା କରିଥିବା ନିୟମକୁ 'ନିଷେଧ' ବୋଲା ଯାଏ ]

୨୧. (+କର୍ମ. ଉ) ଅବସ୍ଥା —୨୧. Condition.
୨୨. ବ୍ୟାପାର —୨୨. Incident,
୨୩. ଗଜ— ଖାଦ୍ୟ —୨୩. The food of elephants (Apte)
୨୪. ସମୟ —୨୪. Time (Apte).
୨୫. ବୈଦ୍ୟ — ୨୫. Physician (Apte),

ଦେଶଜ - ବିଶେଷ୍ୟ -[ସମ୍ପାଦନା]

୧. ଶପଥ — ୧. Oath.

(ଉ—ବିଧି କରିଛି ନବୀନା ରାମ ବିନା ବିନ୍ୟାସିବ ନାହିଁ ଚିତ୍ତ ଆନେ ଗୋ ଭଞ୍ଜ, ବୈଦେହୀଶ ବିଳାସ)

୨. ନିର୍ଦ୍ଦିଷ୍ଟ ପଦ୍ଧିତି ବା କ୍ରମ ଅନୁସାରେ କରା— ଯିବା ବ୍ରତ ଆଦି —୨. Any vow observed according to a fixed practice or procedure
୩. ରାଜ ଓ ଦେବତାଙ୍କର ବିଭିନ୍ନ ଦୈନୀକ ନୀତି ବା କ୍ରିୟାକଳାପ —୩. The different ceremonial rites observed in the case of kings and Deities.