ବିଶେଷଣ

Wiktionary ରୁ

[ଏହାକୁ ବଦଳାନ୍ତୁ] ବିଶେଷ୍ୟ

  1. ବିଶେଷ୍ୟର ଗୁଣ ବା ଅବସ୍ଥା ପ୍ରକାଶକ ପଦ ବିଶେଷଣ ୩ପ୍ରକାର ଯଥା ୧. ବିଶେଷ୍ୟର ବିଶେଷଣ: ପାଚିଲା ଫଳ, ୨. ବିଶେଷଣର ବିଶେଷଣ: ପରମ ଧାର୍ମିକ ଓ ୩. କ୍ରିୟାର ବିଶେଷଣ: ଶୀଘ୍ର ଯାଉଅଛି ୤
  2. ପ୍ରଭେଦକାରକ ଗୁଣ ବା କ୍ରିୟା
  3. ବିଶିଷ୍ଟ ଚିହ୍ନ


ନିଜର ଟୁଲ
ନେମସ୍ପେସ

ନିଆରା
କାମ
ଦିଗବାରେଣି
ଉପକରଣ