ବୃତ୍ତ

ଉଇକିଅଭିଧାନ‌ରୁ

ବୃତ୍ତ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ସଂସ୍କୃତ - ବିଶେଷଣ - (ବୃତ୍ ଧାତୁ+କର୍ତ୍ତୃ. ତ)[ସମ୍ପାଦନା]

୧. ବର୍ତ୍ତୁଳ; ଗୋଲାକାର —୧. Round; circular; spherical.
୨. ଜତ —୨. Born; produced.
୩. ଗତ — ୩. Gone.
୪. ଅତୀତ —୪. Past; elapsed.
୫. ଦୃଢ଼ —୫. Firm; hard; strong.
୬. ମୃତ —୬. Dead; deceased.
୭. (+କର୍ମ. ତ) ନିଯୁକ୍ତ —୭. Appointed; engaged; employed.
୮. ଆଚ୍ଛାଦିତ —୮. Covered.
୯. ଅଧୀତ —୯. Read; studied.
୧. ଅପ୍ରତିହିତ —୧୦. Unopposed.
୧୧. ନିଷ୍ପନ୍ନ; ସିଦ୍ଧ (ହିନ୍ଦୀ - ଶ.) —୧୧. Unaccomplished.

ସଂସ୍କୃତ - ବିଶେଷ୍ୟ -[ସମ୍ପାଦନା]

୧. କଚ୍ଛପ; କଇଁଛ — ୧. Tortoise; turtle.
୨. ଆଚରଣ; ଚରିତ୍ର — ୨. Conduct; character.
୩. ଛନ୍ଦଃ; ଛାନ୍ଦ — ୩. The tune of a poem.

[ଦ୍ରଷ୍ଟବ୍ୟ —ଯେଉଁ ପଦ୍ୟରେ ପ୍ରତ୍ୟେକ ପଦର ଅକ୍ଷର ସଂଖ୍ୟା ଓ ଲଘୁ ଗୁରୁ— ବର୍ଣ୍ଣର କ୍ରମ ସମାନ ଥାଏ, ତାକୁ ବୃତ୍ତ ବୋଲାଯାଏ ପଦମାନଙ୍କ ବିଚାରରେ ବୃତ୍ତ ୩ ପ୍ରକାର—୧ ଯେଉଁ ବୃତ୍ତରେ ୪ ପଦଯାକ ସମାନ, ତାହିର ନାମ ସମବୃତ୍ତ—୨ ଯହିଁରେ ୪ ପଦଯାକ ଅସମାନ, ତାହା ବିଷମ ବୃତ୍ତ—୩ ଯହିରେ ୧ମ ଓ ୩ୟ ପଦ ଏବଂ ୨ୟ ଓ ୪ର୍ଥ ପଦ ସମାନ ତାହା ଅର୍ଦ୍ଧ ସମବୃତ୍ତ]

୪. (+ଭାବ. ତ) ବର୍ତ୍ତନ — ୪. Existence.
୫. ଅନୁଷ୍ଠାନ —୫. Institution.
୬. ବୃତ୍ତାନ୍ତ —୬. Description.
୮. (ଜ୍ୟାମିତି) ଗୋଲାକାର କ୍ଷେତ୍ରମଣ୍ଡଳ —୮. (geometry) A circle.

[ଦ୍ରଷ୍ଟବ୍ୟ —ଗୋଟିଏ ବିନ୍ଦୁର ଚାରିଆଡ଼େ ସମଦୂରବର୍ତ୍ତୀ ରେଖାଦ୍ୱାରା ସୀମାବଦ୍ଧ କ୍ଷେତ୍ରକୁ ବୃତ୍ତ କହନ୍ତି]

୯. ଧନ ସମ୍ୱନ୍ଧେ ଚତୁର୍ବିଧ କର୍ମ; ଯଥା— ନ୍ୟାୟପୂର୍ବକ ଅର୍ଥୋପାର୍ଜନ, ଅର୍ଥପାଳନ, ଅର୍ଥବର୍ଦ୍ଧନ ଓ ସତ୍ ପାତ୍ରରେ ଦାନ —୯. Founded acts regarding wealth, viz. earning by rightons means, its custody, increasing it and bestowing it on proper hands.
୧. ଆଚାର (ହିନ୍ଦୀ - ଶ.) —୧୦. Usage; custom.
୧୧. ଜୀବିକା (ହିନ୍ଦୀ - ଶ.) —୧୧. Livelihood.
୧୨. ବେଦ ଓ ଶାସ୍ତ୍ର ବିହିତ ଆଚାର ପାଳନ (ହିନ୍ଦୀ - ଶ.) — ୧୨. Confirmity with the conduct laid down in the scriptures.
୧୩. ଛିତିଆନା (ହିନ୍ଦୀ - ଶ.) —୧୩. Echites Scholaris (tree).
୧୪. ସ୍ତନର ଆଗ ବା ସମ୍ମୁଖ ଭାଗ (ହିନ୍ଦୀ - ଶ.) —୧୪. The front portion of the female breast.
୧୫. ସଫେଦ ଜୁଆରା (ହିନ୍ଦୀ - ଶ.) —୧୫. White millet.
୧୬. ଅଞ୍ଜୀର (ହିନ୍ଦୀ - ଶ.) —୧୬. Ficus Carica (fruit).
୧୭. କଚ୍ଛପ (ହିନ୍ଦୀ - ଶ.) — ୧୭. Tortoise.
୧୮. ଗୁରୁଜନଙ୍କ ପ୍ରତି ସମ୍ମାନ, ଅନ୍ଦ୍ରୟନିଗ୍ରହ ଓ ସତ୍ୟ କଥନାଦି କରବା ପ୍ରବୃତ୍ତି (ହିନ୍ଦୀ - ଶ.) — ୧୮. Proclivity for showing respect to one's elders, self self control an truthfulness.]