ବେଣ୍ଟୁଲା
(ବେଣ୍ଟ(ଲା)ରୁ ଲେଉଟି ଆସିଛି)
ବେଣ୍ଟୁଲା
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ଧ୍ୱନି (ମାନକ ଓଡ଼ିଆ) (file)
ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ -[ସମ୍ପାଦନା]
ସ୍ତ୍ରୀଲୋକମାନଙ୍କର ବର୍ଣ୍ଣ— ଭୂଷଣ ବିଶେଷ —A kind of ear ring.
ପ୍ରାଦେଶିକ - (ବାଲେଶ୍ୱର)—ବିଶେଷ୍ୟ -[ସମ୍ପାଦନା]
ବେଣ୍ଟ (୮) ଦେଖ — Beṇḍa (୮) See.
ବେଣ୍ଟୁଲା
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ଅନୁବାଦ[ସମ୍ପାଦନା]
ଦେଶଜ - ବିଶେଷ୍ୟ -[ସମ୍ପାଦନା]
ଛୋଟ ବେଣ୍ଟଯୁକ୍ତ କାଠର ବା ମାଟିର ଏକ ପ୍ରକାର ପାତ୍ର; ଧାନକଢ଼ା କାଠୁଆ —A wooden ladle with a small handle.
[ଦ୍ରଷ୍ଟବ୍ୟ — ଏହାଦ୍ୱାରା ଧାନଉଷୁଆଁ ହାଣ୍ଡିରୁ ଉଷୁମ ଧାନ କାଢ଼ନ୍ତି ଓ ବାହାରୁ ପାଣି କାଢ଼ନ୍ତି]
ବେଣ୍ଟୁଲା
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ଦେଶଜ - ବିଶେଷ୍ୟ -[ସମ୍ପାଦନା]
- ୧. ମଲ୍ଲକଢ଼ୀ ନାମକ ସ୍ତ୍ରୀମାନଙ୍କର ଉପର କାନରେ ପିନ୍ଧିବା ଅଳଙ୍କାର — ୧. A kind of dumb-bell shaped ornament for the upper part of the ear.
(ଉ—ବେଣ୍ଡଲା ଫୁଲ ଝଲକା ତାଟଙ୍କ କବିସୂର୍ଯ୍ୟ ଚନ୍ଦ୍ରକଳା)
- ୨. ବେଣ୍ଟୁଆ (ଦେଖ) - — ୨. Beṇṭuā (See).