ବେତନ

ଉଇକିଅଭିଧାନ‌ରୁ

ବେତନ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ଅନୁବାଦ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଅଜ୍ ଧାତୁ ବା ବୀ ଧାତୁ=ଗମନ କରିବା+କରଣ. ତନ; ନିପାତନ)[ସମ୍ପାଦନା]

୧. କର୍ମର ଦକ୍ଷିଣା; କର୍ମର ମୂଲ୍ୟ ଦରମା; ପାରିଶ୍ରମିକ —୧. Salary; pay; remuneration for work .
୨. ମୂଲ୍ୟ; ମଜୁରି — ୨. Wages.
୩. ଜୀବିକା —୩. Livelihood.
୪. ରୌପ୍ୟ —୪. Silver.
୫. ଭଡ଼ା —୫. Hire.