ଭୁବନେଶ୍ୱର

ଉଇକିଅଭିଧାନ‌ରୁ

ଭୁବନେଶ୍ଵର ଓଡ଼ିଶାର ରାଜଧାନୀ ଅଟେ । ଭୁବନେଶ୍ୱର ଶବ୍ଦଟି 'ଭୁବନ' ଓ 'ଇଶ୍ଵର' ଶବ୍ଦର ସମଷ୍ଟି । ଭୁବନ ଅର୍ଥ ଏ ସାରା ଜଗତ ଓ ଇଶ୍ଵର ଅର୍ଥ ଭଗବାନ ।ଭୁବନେଶ୍ୱର

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ଭୁବନ+ଈଶ୍ୱର)[ସମ୍ପାଦନା]

୧. ଜଗଦୀଶ୍ୱର —୧. God.
୨. ଶିବ; ମହାଦେବ —୨. Ṡiba.
୩. ପୁରୀ ଜିଲ୍ଲାର ତୀର୍ଥବିଶେଷ — ୩. Name of a place of Hindu pilgrimage in the district of Puri in Orissa.
୪. ଭୁବନେଶ୍ୱରସ୍ଥ ଶିବ ଲିଙ୍ଗ; ଲିଙ୍ଗରାଜ —୪. Name of the image of Ṡiba at Bhubaneṡwara

[ଦ୍ରଷ୍ଟବ୍ୟ — ଲିଙ୍ଗରାଜ ମନ୍ଦିରର ପତ୍ତନ ରାଜା ଯଯାତି କିଶୋରୀ ପକାଇଥିଲେ ପରେ ଲଲାଟେନ୍ଦୁ କେଶରୀ ଏହି ମନ୍ଦିର— କାର୍ଯ୍ୟ ସମାପ୍ତି ଓ ଏହାର ପ୍ରତିଷ୍ଠା କଲ ଭୁବନେଶ୍ୱର ଓ ତନ୍ନିକଟବର୍ତ୍ତୀ ସ୍ଥାନମାନଙ୍କରେ ଅନେକ ଉତ୍କୃଷ୍ଟ ଶିଳ୍ପକଳ ଓ କାରୁକାର୍ଯ୍ୟବିଶିଷ୍ଟ ମନ୍ଦିରମାନ ଅଛି ]

ଦେଶଜ - ବିଶେଷ୍ୟ -[ସମ୍ପାଦନା]

ଲୋକଙ୍କ ନାମ — Name given to males.