ମଦ

ଉଇକିଅଭିଧାନ‌ରୁ

ମଦ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ସଂସ୍କୃତ - ବିଶେଷ୍ୟ - (ମଦ୍. ଧାତୁ=ହୃଷ୍ଟ ହେବା+ଭାବ.ଅ)[ସମ୍ପାଦନା]

୧. ହର୍ଷଜନିତ ସମ୍ମୋହ —୧. Paroxysm of joy; intoxication due to excess of joy.
୨. ଅତ୍ୟନ୍ତ ହର୍ଷ; ଆନନ୍ଦ — ୨. Joy; delight.
୩. ମଦିରାଦିଜନିତ ମନୋବିକାର; ମତ୍ତତା —୩. Intoxication due to wine.
୪. ଉନ୍ନତ୍ତତା; ଉନ୍ନାଦ; ପାଗଳାମି —୪. Madness.
୫. ଅହଙ୍କାର; ଗର୍ବ —୫. Pride; arrogance; conceit;

[ ଦ୍ର—ଏହା ଅନ୍ୟ ଶଦ୍ଦ ସଙ୍ଗେ ବ୍ୟବହୃତ ହୁଏ ଯାଥା—ଧନମଦ, ରୂପମଦ ଇତ୍ୟାଦି]

୬. (+କରଣ ଅ) ମଦ୍ୟ; ମଦିରା; ସୁରା —୬. Wine; spirits.

[ ଦ୍ର—ବିଭିନ୍ନ ଦେଶରେ ବ୍ୟବହୃତ ମଦର ବିଭିନ୍ନ ନାମ ଅଛି ଯଥା— ଦେଶୀ ମଦ, ବିଲାତି ମଦ, ଫ୍ରେଞ୍ଚମଦ ଇତ୍ୟାଦି ଭିନ୍ନ ଭିନ୍ନ ପଦାର୍ଥରୁ ବା ପ୍ରାକ୍ରିୟାରେ ଉତ୍ପନ୍ନ ମଦର ଭିନ୍ନ ଭିନ୍ନ ନାମ ଅଛି ଯଥା—ଖଜୁରିମଦ, ଅରଖି ମଦ, ଧାନୁଆ ମଦ (ଚାଉଳ ମଦ), ହାଣ୍ଡିଆମଦ ଇତ୍ୟାଦି ଖୁଜୁରି, ତାଳ, ନଡ଼ିଆ ଆଦି ଗଛରୁ ସଦ୍ୟ ଆମଦାନୀ ରସକୁ ସଜମଦ ଓ ତାହା ବାସି ହୋଇଗଲେ ତାକୁ ବାସିମଦ କହନ୍ତି

୭. ମୃଗମଦ; କସ୍ତୁରୀ —୭. Musk.
୮. ବୀର୍ଯ୍ୟ; ରେତଃ —୮. Semen; virile.
୯. ମତ୍ତହସ୍ତୀର ଗଣ୍ଡସ୍ଥଳରୁ ନିଃସୃତ ଉତ୍କଟ ଗନ୍ଧଯୁକ୍ତ ରସ — ୯. A strong-smellingh juice flowing from the openings in the temples of a ma
elephant in rut.

୧. ଉନ୍ନାଦ ରୋଗ (ହିନ୍ଦୀ - ଶ) — ୧୦. Mania.
୧୧. କାମଦେବ (ହିନ୍ଦୀ - ଶ) — ୧୧. Cupid.

ଦେଶଜ - ବିଶେଷ୍ୟ -[ସମ୍ପାଦନା]

ଅସୁର ବିଶେଷ —Name of a demon.