ମନ୍ଦ

Wiktionary ରୁ

ବିଶେଷ୍ୟ (ଦେଶଜ) [ସମ୍ପାଦନା]

  • ଅପକାର; ଅନିଷ୍ଟ

ବିଶେଷ୍ୟ (ସଂସ୍କୃତ) [ସମ୍ପାଦନା]

  • ମୂର୍ଖ ବ୍ୟକ୍ତି
  • ଶନିଗ୍ରହ
  • କାକ
  • ଯମ
  • ପ୍ରଳୟ
  • ଗଜ ବିଶେଷ

ବିଶେଷଣ (ସଂସ୍କୃତ) [ସମ୍ପାଦନା]

  • ମୃଦୁ; ଧୀର
  • ନିର୍ବୋଧ; ଜଡ଼; ମୁର୍ଖ
  • ଅଳସ
  • ଅଶୀଘ୍ର; ବିଳମ୍ବିତ
  • ସୁକୁମାର; ଅତି ପତଳା ବା ସରୁ
  • ଅସୁସ୍ଥ
  • ବାମ; ପ୍ରତିକୂଳ
  • ଖରାପ; ହୀନ
  • ଅଧମ; ନୀଚ
  • ମତ୍ତ
  • ଅପକାରୀ; ଅନିଷ୍ଟକାରୀ
  • ଦୁଷ୍ଟ; ଖଳ
  • ସାମାନ୍ୟ; କ୍ଷୁଦ୍ର; ଅଳ୍ପ
  • ସଙ୍କୁଚିତ
  • ଅପକୃଷ୍ଟ
  • ଅପଟୁ
  • ଅତୀକ୍ଷ୍ଶ; ଦନ୍ଥରା
  • କଟୁ
  • ଅଶ୍ଳୀଳ
  • ଉଦାସୀନ
  • ମ୍ଳାନ
  • ଅନୁଚ୍ଚ; ଗମ୍ଭୀର
  • ଦୁର୍ବଳ; କ୍ଷୀଣ
  • ପାନାସକ୍ତ
  • ହତଭାଗ୍ୟ
  • ଦୁଃଖଗ୍ରସ୍ତ; ଅସୁଖୀ
  • ଶିଥିଳ
  • ସ୍ଵତନ୍ତ୍ର