ମରଣ
ମରଣ
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
(ଜୀବନ—ବିପରୀତ)
ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ[ସମ୍ପାଦନା]
ମରଣ
|
ସଂସ୍କୃତ - ବିଶେଷ୍ୟ - (ମୃ ଧାତୁ= ମରିବା+ଭାବ. ଅନ)[ସମ୍ପାଦନା]
- ୧. ପ୍ରାଣ ତ୍ୟାଗ; ମୃତ୍ୟୁ; ମରିବା ; ଆତ୍ମାର ଦେହ ତ୍ୟାଗ — ୧. Daying; death.
- ୨. ବିନାଶ — ୨. Destruction.
- ୩. ମହୁରା; ବତ୍ସନାଭ ନାମକ ବିଷ; କାଠ ବିଷ; ମିଠା ବିଷ —୩. Aconite.
ଗ୍ରାମ୍ୟ - ବିଶେଷଣ -[ସମ୍ପାଦନା]
ମଲା; ମୃତ —Dead.
(ଉ—ମରଣଗଛ ପଲ୍ଲବ ସ୍ୱଚ୍ଛ ବସନତ ସ୍ଫଳନ ଅଭିମନ୍ୟୁ. ବିଦଗ୍ଧ ଚିନ୍ତାମଣି )