ମାଆ

ଉଇକିଅଭିଧାନ‌ରୁ

ମାଆ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ମା, ମାତୃ)[ସମ୍ପାଦନା]

୧. ଠାକୁରାଣୀ ଦେବୀ — ୧. A goddess.

(ଯଥା—ମାଆ ବିମଳା, ମା କାଳୀ)

୨. ମାତା; ଜନନୀ —୨. Mother.
୩. ଗୁରୁ ପତ୍ନୀ ଆଦି ପୁଜ୍ୟା ସ୍ତ୍ରୀ —୩. The wife of one's elders.

[ ଦ୍ର—ଗୁରୁ ପତ୍ନୀ, ପିତୃବ୍ୟ ପତ୍ନୀ. ଜ୍ୟୋଷ୍ଠଭ୍ରାତୃଜାୟା, ମାତୁଳାନୀ, ମାତୃସ୍ୱାସା, ପିତୃସ୍ୱସା, ଶାଶୁ, ବଡ଼ ଭଉଣା ଇତ୍ୟାଦି 'ମା' ଅଟନ୍ତି ]

ଦେଶଜ - ଅ[ସମ୍ପାଦନା]

୧. ଆପଣାଠାରୁ ବିୟସରେ ବଡ଼ ଓ ମାତୃସ୍ଥାନୀୟା ସ୍ତ୍ରୀମାନଙ୍କ ପ୍ରତି ସମ୍ୱୋଧନ —୧. A term used in addressing females much older than one's self.
୨. କନ୍ୟା ଓ ଆପଣାଠାରୁ ବୟସରେ ଛୋଟ ଓ କନ୍ୟାସ୍ଥାନୀୟା ବାଳିକାମାନଙ୍କ ପ୍ରତି ବାତ୍ସଲ୍ୟ ସୁଚକ ସମ୍ୱୋଧନ —୨. A term of endearment used towards one's daughter and younger girls.

(ଉ—ନୁହେଁ ପିତା ଯୋଗ୍ୟ କେବେ ତୋ ପରି ଦେବୀର, ମୁହିଁ ସିନା ଅଭାଜନ, ମାତ୍ର ତୁ ମାଅଲୋ ? ଦୟା, କ୍ଷମା, ସ୍ନେହ, ପ୍ରିତି, ଭକ୍ତି ପ୍ରମ୍ରବଣ ଚିନ୍ତାମଣି ବିକ୍ରମାଦିତ୍ୟ)