ମୁକ୍ତି
Wiktionary ରୁ
[ଏହାକୁ ବଦଳାନ୍ତୁ] ବିଶେଷ୍ୟ (ସଂସ୍କୃତ)
- ବନ୍ଧନ ମୋଚନ
- କାରାମୋଚନ
- ନିଷ୍କୃତି; ଦୁଃଖ ନିବୃତ୍ତି; ଦୁଃଖରୁ ବା ବିପଦରୁ ଉଦ୍ଧାର
- ପରିତ୍ରାଣ; ମୋକ୍ଷ; କୈବଲ୍ୟ; ଅପବର୍ଗ
- ଜନ୍ମମରଣରୂପ ସଂସାର ବନ୍ଧନରୁ ବିମୁକ୍ତି; ପରଜନ୍ମରୂପ ବନ୍ଧନରୁ ଉଦ୍ଧାରପ୍ରାପ୍ତି
- ସ୍ୱାଧୀନତା ଲାଭ