ରୂପ

ଉଇକିଅଭିଧାନ‌ରୁ

ରୂପ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ଅନୁବାଦ[ସମ୍ପାଦନା]

ଗ୍ରାମ୍ୟ - ବିଶେଷ୍ୟ - (ସଂସ୍କୃତ - ରୂପ)[ସମ୍ପାଦନା]

୧. ରୂପ (ଦେଖ) - —୧. Rūpa (See)
୨. ଚେହେରା —୨. Countenance.
୩. ଚିତ୍ର; ଛବି —୩. Drawing; picture.
୪. ପ୍ରକାର —୪. Manner.

ପ୍ରାଦେଶିକ - (ସମ୍ୱଲପୁର)[ସମ୍ପାଦନା]

୧. ଶୁଆ —୧. Parrot.

[ଦ୍ରଷ୍ଟବ୍ୟ —ରୂପ ବା ଶୁଆ ତିନିପ୍ରକାରର ୧ ତଉଁଳୁଆଖାଇ ରୂପ—କୃଷ୍ଣଚଞ୍ଚୁଯୁକ୍ତ ୨ ମଝଲ ରୂପ—ଈଷତ ହଳଦିଆ ଚଞ୍ଚୂଯୁକ୍ତ ୩ ଚେଁକା ରୂପ— ଲାଲଚଞ୍ଚୂଯୁକ୍ତ]

ପ୍ରାଦେଶିକ - [ଭତଡ଼ିଭାଖା] ବିଶେଷ୍ୟ -[ସମ୍ପାଦନା]

ରୂପା — Silver.