ସଂଜ୍ଞା

ଉଇକିଅଭିଧାନ‌ରୁ

ବିଶେଷ୍ୟ (ସଂସ୍କୃତ)[ସମ୍ପାଦନା]

  • ଅଭିଧା; ଅଖ୍ୟା
  • ନାମ
  • ବିଶିଷ୍ଟତାବୋଧକ ଶବ୍ଦ
  • ଉପାଧି
  • ଜ୍ଞାନ
  • ଚେତନା; ଚୈତନ୍ୟ
  • ବୁଦ୍ଧି
  • ସଂକେତ; ହସ୍ତାଦିଦ୍ଵାରା ଅର୍ଥ ସୂଚନା
  • ବିଶେଷ୍ୟ ପଦ
  • ବିଶିଷ୍ଟ ଅର୍ଥ ବୋଧକ ବିଶେଷ୍ୟ ବା ନାମ; ବ୍ୟକ୍ତି ବା ସ୍ଥାନବିଶେଷର ନାମ
  • ପ୍ରତ୍ୟୟର ବ୍ୟକରଣଗତ ନାମ
  • ବେଦମାତା ଗାୟତ୍ରୀ ଦେବୀ; ଗାୟତ୍ର ମନ୍ତ୍ର
  • ସୁର୍ଯ୍ୟପତ୍ନୀ

ବିଶେଷ୍ୟ (ଦେଶଜ)[ସମ୍ପାଦନା]

  • ବଂଶୋପଧି
  • ବିଜ୍ଞାନ, କ୍ଷେତ୍ରତତ୍ତ୍ଵାଦିରେ ବ୍ୟବହୃତ ଶବ୍ଦମାନଙ୍କର ସ୍ଵରୂପ ବର୍ଣ୍ଣନାସଂଜ୍ଞା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

[ସଞ୍ ଜ୍ଞା—ଅନ୍ୟରୂପ]

  • (file)
  • (file)

ସଂସ୍କୃତ - ବିଶେଷ୍ୟ - (ସମ+ଜ୍ଞା ଧାତୁ+କରଣ ଅ+ସ୍ତ୍ରୀ ଅ; ଯାହାଦ୍ୱାରା ବସ୍ତୁ ଆଦି ଚିହ୍ନାଯାଏ)[ସମ୍ପାଦନା]

୧. ଅଭିଧା; ଆଖ୍ୟା — ୧. Appellation.
୨. ନାମ —
୨. Name; designation.

୩. (ବସ୍ତୁର ବା ପ୍ରାଣୀର) ବିଶିଷ୍ଟତାବୋଧକ ଶବ୍ଦ —୩. Technical name; a term denoting a particular thing or animal.
୪. ଉପାଧି —୪. Title.
୫. ଜ୍ଞାନ —୫. Knowledge; sensation; intelligence.
୬. ଚେତନା; ଚୈତନ୍ୟ —୬. Consciousness; animation; sense-perception.
୭. ବୁଦ୍ଧି — ୭. Intellect.
୮. ସଂକେତ; ହସ୍ତାଦିଦ୍ୱାରା ଅର୍ଥ— ସୂଚନା —୮. A sign; a significant sign; gesture.
୯. (ବ୍ୟାକରଣ) ବିଶେଷ୍ୟ ପଦ —୯. (grammer) A noun.
୧. (ବ୍ୟାକରଣ)—ବିଶିଷ୍ଟ ଅର୍ଥ ବୋଧକ ବିଶେଷ୍ୟ ବା ନାମ; ବ୍ୟକ୍ତି ବା ସ୍ଥାନବିଶେଷର ନାମ —୧୦. (grammer) Name or noun having a special meaning; proper name (Apte).
୧୧. (ବ୍ୟାକରଣ) ପ୍ରତ୍ୟୟର ବ୍ୟାକରଣଗତ ନାମ —୧୧. (grammer) A technical name for an affix (Apte).
୧୨. ବେଦମାତା ଗାୟତ୍ରୀ ଦେବୀ; ଗାୟତ୍ରୀ ମନ୍ତ୍ର —୧୨. The mystic formula 'Gāyatrī' said to by the mother of the Bedas.
୧୩. ସୂର୍ଯ୍ୟ୍ୟପତ୍ନୀ (ସୂର୍ଯ୍ୟଙ୍କ ଅନ୍ୟ ପତ୍ନୀଙ୍କ ନାମ ଛୟା) —୧୩. Name of one of two wives of the Ṡun-god

[ଦ୍ରଷ୍ଟବ୍ୟ —ସଂଜ୍ଞା ବିଶ୍ୱକର୍ମାଙ୍କ କନ୍ୟା ସୂର୍ଯ୍ୟ ଦେବ ଏହାଙ୍କ ପାଣି ଗ୍ରହଣ କରିଥିଲେ କଥିଚ ଅଛି ଯେ, ଏ ସୂର୍ଯ୍ୟଙ୍କର ପ୍ରଖର ତେଜ ସହିବାକୁ ଅକ୍ଷମା ହୋଇ ଆପଣା ତୁଲ୍ୟକୃତି ଛୟା ନାମ୍ନୀ ଏକ ରମଣୀଙ୍କୁ ସୃଷ୍ଟି କରି ତାଙ୍କୁ ସୂର୍ଯ୍ୟଙ୍କ ନିକଟରେ ରଖିଦେଇ ନିଜେ ଗୋପନରେ ପିତ୍ରାଳୟକୁ ପ୍ରସ୍ଥାନ କଲେ ଏହି ଛାୟାଙ୍କ ଗର୍ଭରେ ଶନି ଗ୍ରହଙ୍କର ଜନ୍ମ ହେଲା ପରେ ବିଶ୍ୱକର୍ମା ଏହା ଅବଗତ ହୋଇ ତାଙ୍କୁ ତିରସ୍କାର କରିବାରୁ ସେ ଅଭିମାନରେ ପିତୃଗୃହ ପରିତ୍ୟାଗ କରି ଉତ୍ତର କୁରୁବର୍ଷ ଦେଶରେ ଅଶ୍ୱିନୀ (ଘୋଟକୀ) ରୂପ ଗ୍ରହଣ କରି ବିଚରଣ କଲେ ଅନନ୍ତର ସୂର୍ଯ୍ୟଦେବ ତପୋବଳରେ ଏହା ଜାଣିପାରି ନିଜେ ଅଶ୍ୱରୂପ ଧାରଣ— ପୂର୍ବକ ସେହି ସ୍ଥାନରେ ଯାଇ ଅଶ୍ୱନୀରୂପଧାରିଣୀ ସଂଜ୍ଞାଙ୍କ ସଙ୍ଗେ ମିଳିତ ହେଲେ ଏବଂ ସେଠାରେ ତାଙ୍କ ଔରସରେ ସଂଜ୍ଞାଙ୍କ ଗର୍ଭରୁ ଯମଜ ପୁତ୍ର ଅଶ୍ୱିନୀ କୁମାର ଦ୍ୱୟ ଜାତ ହେଲେ ଅଶ୍ୱିନୀରୂପ ଧାରଣ କରିବା ପୂର୍ବରୁ ସଂଜ୍ଞାଙ୍କ ଗର୍ଭରେ ସୂର୍ଯ୍ୟଙ୍କ ଔରସରେ ବୈବସ୍ୱତ ମନୁ, ଯମ୍ର ଓ ଯମୁନାରେ ଜନ୍ମ ହୋଇଥିଲା]

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ -[ସମ୍ପାଦନା]

୧. ବଂଶୋପାଧି —୧. family-title.
୨. ବିଜ୍ଞାନ, କ୍ଷେତ୍ରତତ୍ତ୍ୱାଦିରେ ବ୍ୟବହୃତ ଶବ୍ଦମାନଙ୍କର ସ୍ୱରୂପ ବର୍ଣ୍ଣନା — ୨. The defination of tecnical and scientific terms.