ସକାଳ

Wiktionary ରୁ

ବିଶେଷଣ (ସଂସ୍କୃତ) [ସମ୍ପାଦନା]

  • ଉପଯୁକ୍ତ ସମୟରେ
  • ପ୍ରତ୍ୟୁଷରେ
  • ଶୀଘ୍ର

ବିଶେଷ୍ୟ (ଦେଶଜ) [ସମ୍ପାଦନା]

  • ପ୍ରାତଃକାଳ
  • ପୂର୍ବାହ୍ନ

ବିଶେଷଣ (ଦେଶଜ) [ସମ୍ପାଦନା]

  • ପୂର୍ବାହ୍ନରେ କୃତ