ସଣ୍ଠଣା

ଉଇକିଅଭିଧାନ‌ରୁ

ସଣ୍ଠଣା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(file)
(ସଣ୍ଠୁଣା—ଅନ୍ୟରୂପ)
(ସଣ୍ଠଣୀ, ସଣ୍ଠୁଣୀ—ସ୍ତ୍ରୀ) 
[ଅସଣ୍ଠଣ (ଣା), ଅସୁଣ୍ଠଣା—ବିପରୀତ]

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ସଂସ୍ଥାନ)[ସମ୍ପାଦନା]

୧. ଉତ୍ତମ ଚାଲିଚଳଣ — ୧. Good conduct or deportment.
୨. ମର୍ଯ୍ୟାଦା —୨. Respect; etiquette.
୩. ସୁସଜ୍ଜିତ ଅବସ୍ଥା —୩. Well-arranged condition.
୪. ସୁବ୍ୟବସ୍ଥିତ ଅବସ୍ଥା — ୪. Well regulated or equipped condition.
୫. ପରିପାଟୀ; ପାରିପଟ୍ୟ —୫. The condition of being methodical.
୬. ସୂକ୍ଷ୍ମକଳା — ୬. Fine arts.
୭. କାରୁକାର୍ଯ୍ୟ —୭. Fine work
୮. କାଳାବିଦ୍ୟା ସାଧନଜନିତ କର୍ମ (ଯଥା—ଚିତ୍ର ଆଙ୍କିବା, ମୁରୁଜ ଦେବା, ଇତ୍ୟାଦି) —୮. Acts done as a result of one's proficiency in fine arts (e.g. painting, drawing)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷଣ -[ସମ୍ପାଦନା]

୧. ସୁବ୍ୟବସ୍ଥିତ —୧. Orderly; methodical; properly arranged.
୨. ସୁନ୍ଦର — ୨. Elegant.
୩. ମର୍ଯ୍ୟାଦାଯୁକ୍ତ —୩. Respectable.
୪. ଭଦ୍ର ସମାଜୋରିତ ମର୍ଯ୍ୟାଦା-ସମ୍ପନ୍ନ —୪. Well-behaved; conforming to the etiqutte of polished society.
୫. ଯେଉଁ ବ୍ୟକ୍ତି ପରିପାଟୀ ରୂପେ ବେଶ ଆଦି ପିନ୍ଧେ ବା ବସେ — ୫. One who is elegant in the mode of dressing or sitting